କଟକ SCB ମେଡିକାଲ କଲେଜରେ ରାଗିଂ ଅଭିଯୋଗ, ବସିଲା ଆଣ୍ଟି ରାଗିଂ କମିଟି ବୈଠକ

କଟକ : କଟକ SCB ମେଡିକାଲ କଲେଜରେ ରାଗିଂ ଅଭିଯୋଗ । ପ୍ରଥମ ବର୍ଷ ଛାତ୍ର ଆଣିଲେ ରାଗିଂ ଅଭିଯୋଗ । ଶେଷ ବର୍ଷ ଛାତ୍ରଙ୍କ ବିରୋଧରେ ଆଣିଲେ ଅଭିଯୋଗ ।  ଏ ନେଇ ଆଣ୍ଟି ରାଗିଂ କମିଟି ବୈଠକ ବସିଛି । ଅଭିଯୋଗ ଆଧାରରେ ଚାଲିଛି ତଦନ୍ତ  ।

You might also like