ଏସସିବିରେ ମହିଳାଙ୍କୁ ଡାକ୍ତରଙ୍କ ଅସଦାଚରଣ ଅଭିଯୋଗ, ମାଡ଼ ଖାଇ ଆଇସିୟୁରେ ଭର୍ତ୍ତିହେଲେ ଅଭିଯୁକ୍ତ ଡାକ୍ତର

କଟକ : କଟକ scb ବଡ଼ ମେଡିକାଲରେ ଡାକ୍ତରଙ୍କ ମା ଓ ମାଇଁଙ୍କୁ ଜଣେ ଡାକ୍ତର ଅସଦାଚରଣ ଅଭିଯୋଗ ହୋଇଛି  ।  କଟକ SCB ମେଡିକାଲରେ ଘଟିଛି ଘଟଣା ।  ଜଣେ ଡାକ୍ତରଙ୍କ ମା ଓ ମାଇଁଙ୍କୁ ଜଣେ କାଡିଓଲୋଜି ବିଭାଗର ଡାକ୍ତର ଅସଦାଚରଣ କରିଛନ୍ତି । ସୂଚନା ମୁତାବକ ଡାକ୍ତରଙ୍କ ମା ଓ ମାଇଁଙ୍କ ECO ପରୀକ୍ଷା ପାଇଁ ଆସିଥିବା ସମୟରେ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ହୋଇଛି ।

ତେବେ ଏହି ଘଟଣାରେ ଡାକ୍ତରଙ୍କ ପରିବାର ମଙ୍ଗଳାବାଗ ଥାନାରେ ଏକ ଅଭିଯୋଗ ଆଣିଛନ୍ତି ।  ତେବେ ଅଭିଯୁକ୍ତ ଡାକ୍ତରଙ୍କୁ ଡାକ୍ତରମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଡାକ୍ତର ICU ରେ ଭର୍ତ୍ତି ହୋଇଛନ୍ତି ।  ଏହି ମାମଲାକୁ ଗୁରୁତର ସହ ନେଇ ତଦନ୍ତ କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.