ଓଟିଭି ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ

ଭୁବନେଶ୍ବର(କେନ୍ୟୁଜ୍) : ଓଟିଭି ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି ଅଭିଯୋଗ କରିଛିା ବିଜେଡି ଅଭିଯୋଗ କରିଛି, ଓଟିଭି ଚାନେଲ ପେଡ ନ୍ୟୁଜ ପ୍ରସାରଣ କରୁଛିା ବିଜେପିର ପ୍ରସାରଣ ମାଧ୍ୟମ ଭାବେ କାମ କରୁଛି । ଏନେଇ ବିଜେଡି ପକ୍ଷରୁ ସିଇଓଙ୍କୁ ସମସ୍ତ ତଥ୍ୟ ଦିଆଯାଇଛି । ଏହାସହ ଅଚରଣ ବିଧି ଉଲଂଘନ କରିଥିବାରୁ ଓଟିଭି ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି ବିଜେଡି ।