ଚିକିତ୍ସାଳୟରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଦାଦାଗିରି

medicalବାଲେଶ୍ୱର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଦାଦାଗିରି। ସମ୍ପର୍କୀୟଙ୍କୁ ରେଡକ୍ରସ କ୍ୟାବିନରେ ସିଟ୍‌ ନମିଳିବାରୁ ଆଟେଣ୍ଡାଣ୍ଟଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ୨ଜଣ ଆମ୍ବୁଲାନ୍ସ ଡ୍ରାଇଭର। ଆଟେଣ୍ଡାଣ୍ଟ ରଞ୍ଜନ କୁମାର ଦାସଙ୍କୁ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲେ। ରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ଜଣାପଡିଛି।

Leave A Reply

Your email address will not be published.