ପୁଣି କୋଟିଆ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି: ବିବାଦୀୟ ୨୧ଟି ଗ୍ରାମରେ ମାଗଣାରେ ବିଦ୍ୟୁତ ଯୋଗାଇବାକୁ କରୁଛି ଉଦ୍ୟମ

କୋରାପୁଟ(କେନ୍ୟୁଜ୍):କୋଟିଆରେ ହାଇଡ୍ରୋ ପାଓ୍ଵାର ପ୍ରକଳ୍ପ ସ୍ଥାପନ କରିବା ନେଇ ଆନ୍ଧ୍ରର ସର୍ଭେ । କୋଟିଆର ବିବାଦୀୟ ୨୧ଟି ଗ୍ରାମର ପ୍ରତ୍ୟେକ ଘରକୁ ବିଦ୍ୟୁତ ମାଗଣାରେ ଯୋଗାଇବାକୁ ଉଦ୍ୟମ କରୁଛି ଆନ୍ଧ୍ର । ଆନ୍ଧ୍ର ପୋଲିସ ଟିମ ଉପସ୍ଥିତିରେ ବିଜୟ ନଗରମ ଜିଲ୍ଲା NRED ସଂସ୍ଥାର ମ୍ୟାନେଜର ଓ ସଦସ୍ୟଙ୍କ ସହିତ NTPC ଦିଲ୍ଲୀରୁ ଆସିଥିବା ୪ଜଣିଆ ସଦସ୍ୟ କୋଟିଆ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

kotia

କୋଟିଆର ନେରେଡିଓ୍ଵାଲସା, ତାଡିଓ୍ଵାଲସା ଧୁଳିପଦର, ସାରିକି ଗାଁରେ ସର୍ଭେ କରିଛନ୍ତି ଅଧିକାରୀ । କୋଟିଆର ୨୧ଟି ଗ୍ରାମକୁ ବିଦ୍ୟୁତ ଯୋଗାଣ ପାଇଁ ସାଲୁରରେ ବିଦ୍ୟୁତ ଷ୍ଟୋରେଜ ବ୍ୟବସ୍ଥା ଜରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.