ସୁସ୍ଥ  ହେଲେ ଆଉ ୩୦୩୪ କରୋନା ଆକ୍ରାନ୍ତ,ଖୋର୍ଦ୍ଧାର ସର୍ବାଧିକ ୮୯୨ ଜଣ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ): ଆଜି ରଜ୍ୟରେ ସୁସ୍ଥ  ହେଲେ ଆଉ ୩୦୩୪ କରୋନା ଆକ୍ରାନ୍ତ। ଏଥିରେ ଖୋର୍ଦ୍ଧାର ସର୍ବାଧିକ ୮୯୨ ଜଣ ସୁସ୍ଥ ହୋଇଛନ୍ତି।

ସେହିଭଳି ମୟୂରଭଞ୍ଜରୁ ୨୪୨, ବାରଗଡ଼ରୁ ୧୬୮, ଗଞ୍ଜାମରୁ ୧୫୪, କଟକରୁ ୧୫୦, ରାୟଗଡ଼ାରୁ ୧୩୯, ବାଲେଶ୍ୱର ଓ ସୁନ୍ଦରଗଡ଼ରୁ ୯୭ ଜଣ ଲେଖାଏଁ, କେନ୍ଦୁଝରରୁ ୯୫, ସମ୍ବଲପୁରରୁ ୮୩, କେନ୍ଦ୍ରାପଡ଼ାରୁ ୮୦, ଯାଜପୁର ଓ କୋରାପୁଟରୁ ୭୯, ଝାରସୁଗୁଡ଼ା ୭୦, ମାଲକାନଗିରି ୬୮, ପୁରୀ ୫୮, ଜଗତସିଂହପୁର ୫୭, ଢେଙ୍କାନାଳ ୫୬, ଅନୁଗୁଳ ୪୯, ବଲାଙ୍ଗିର ୪୬, ଭଦ୍ରକ ୪୨, କନ୍ଧମାଳ ଓ ସୋନପୁରରୁ ୪୦ ଜଣ ଲେଖାଏଁ, ନବରଙ୍ଗପୁର ୩୫, ନୟାଗଡ଼ ୩୧, ଗଜପତି ୨୬, କଳାହାଣ୍ଡି ୨୩, ବୌଦ୍ଧ ୨୧, ନୂଆପଡ଼ା ୧୨ ଓ ଦେବଗଡ଼ରୁ ୫ ଜଣ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥମାନଙ୍କୂ ମିଶାଇ ୯୯ ହଜାର ୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

 

Leave A Reply

Your email address will not be published.