ଖୋର୍ଦ୍ଧାର ୬୮୩ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆଜି ସୁସ୍ଥ ହେଲେ ୪୦୪୮ ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ): ଆଜି ରାଜ୍ୟରେ ସୁସ୍ଥ ହେଲେ ୪୦୪୮ କରୋନା ଆକ୍ରାନ୍ତ। ଆଜିର ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୧,୯୪,୧୨୮ରେ ପହଞ୍ଚିଛି ବୋଲି ସ୍ବାସ୍ଥ୍ୟ ବିଭାଗ ଟ୍ବିଟ କରି ସୂଚନା ଦେଇଛି। ଆଜିର ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୮୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିଭଳି କଟକର ୪୬୬,ପୁରୀର ୧୯୫,ଯାଜପୁରର ୧୭୬,ଅନୁଗୁଳର ୧୬୭,କନ୍ଧମାଳର ୧୪୬,କେନ୍ଦ୍ରାପଡାର ୧୪୨,ନବରଙ୍ଗପୁରର ୧୩୩,ଜଗତସିଂହପୁରର ୧୩୦, ଭଦ୍ରକର ୧୧୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ବୋଲି ଟ୍ବିଟ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ।
Another 4048 Covid patients have recovered and are being discharged on 02.10.2020
683 from Khordha
466 from Cuttack
195 from Puri
176 from Jajapur
167 from Anugul
146 from Kandhamal
142 from Kendrapara
133 from Nabarangpur
130 from Jagatsinghpur
118 from Bhadrak— H & FW Dept Odisha (@HFWOdisha) October 2, 2020
39 from Ganjam
35 from Boudh
33 from Dhenkanal
16 from Deogarh
13 from Gajapati
313 from State PoolThe total recovered cases of Odisha now stand at 194128
— H & FW Dept Odisha (@HFWOdisha) October 2, 2020
ଏଥିସହିତ ବାଲେଶ୍ବରର ୧୧୫,ସମ୍ବଲପୁରର ୧୧୧, ମୟୂରଭଞ୍ଜର ୧୦୮,କେନ୍ଦୁଝରର ୧୦୭,ବରଗଡର ୧୦୬,ନୂଆପଡାର ୧୦୧,ରାୟଗଡାର ୯୯,ସୁନ୍ଦରଗଡର ୯୮,ଝାରସୁଗୁଡାର ୮୧, କୋରାପୁଟର ୬୪,ସୋନୁପୁରର ୬୧,କଳାହାଣ୍ଡିର ୫୩,ମାଲକାନଗିରିର ୪୮,ନୟାଗଡର ୪୬, ବଲାଙ୍ଗିରର ୪୫, ଗଞ୍ଜାମର ୩୯,ବୌଦ୍ଧର ୩୫,ଢେଙ୍କାନାଳର ୩୩, ଦେବଗଡର ୧୬,ଗଜପତିର ୧୩,ଷ୍ଟେଟପୁଲର ୩୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।