ରାଜ୍ୟରେ ଦ୍ୱିତୀୟ କରୋନା ପଜିଟିଭ୍‌ ଚିହ୍ନଟ ପରେ ତନାଘନା ଜୋରଦାର

ଭୁବନେଶ୍ୱର (କେ ନ୍ୟୁଜ୍‌) : ଓଡ଼ିଶାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ। ଗତକାଲି ୧୪ଟି ନମୁନାର ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ଜଣଙ୍କର ପଜିଟିଭ୍‌ ଆସିଥିଲା। ସେହି ବ୍ୟକ୍ତି ଜଣକ କୋଭିଡ୍‌-୧୯ ପ୍ରଭାବିତ ଦେଶ ଗସ୍ତ କରିଥିବା ସୂଚନା ମିଳିଛି। ରାଜ୍ୟ ସର୍ଭିଲାନ୍‌ସ ୟୁନିଟ୍‌ ପଜିଟିଭ୍‌ ଚିହ୍ନଟ ବ୍ୟକ୍ତି ଜଣକ ଆଉ କାହା ସମ୍ପର୍କରେ ଆସିଛନ୍ତି ସେମାନଙ୍କ ସନ୍ଧାନ ଆରମ୍ଭ ହୋଇଛି।

ଗତ ରବିବାର ଇଟାଲୀରୁ ଆସିଥିବା ଯୁବକ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଥିଲା । ଏବେ କ୍ୟାପିଟାଲ ହସ୍‌ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି ।

 

 

Leave A Reply

Your email address will not be published.