ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ, କାଲି ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା

ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ । କାଲି ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା । ଏନେଇ ଆଇଏମଡି ପୂର୍ବାନୁମାନ କରିଛି । ଓଡ଼ିଶାରେ ଜୁନରେ ନିଅଣ୍ଟିଆ ବର୍ଷା ହୋଇଛି । ତେବେ ଜୁଲାଇରେ ସ୍ବାଭାବିକଠୁ ୯ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି । ମୌସୁମୀ ଋତୁର ଦ୍ବିତୀୟାର୍ଦ୍ଧ ଅଗଷ୍ଟରେ ସାରା ଦେଶରେ ବୃଷ୍ଟିପାତ ସ୍ବାଭାବିକଠୁ ଅଧିକ ରହିବା ନେଇ ଆଇଏମଡି ପୂର୍ବାନୁମାନ କରିଛି ।

You might also like