ରାଜଧାନୀରେ ପୁଣି ଜଣେ ଯୁବତୀଙ୍କ ଆତ୍ମହତ୍ୟା: ପାହାଳ ଥାନା ଅଟଳା ଅଞ୍ଚଳର ଏକ ଆପାର୍ଟମେଣ୍ଟରୁ ମିଳିଛି ମୃତଦେହ

ଭୁବନେଶ୍ବର(କେନ୍ୟୁଜ୍):ରାଜଧାନୀରେ ପୁଣି ଜଣେ ଯୁବତୀଙ୍କ ଆତ୍ମହତ୍ୟା । ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କଲା ପୋଲିସ । ପାହାଳ ଥାନା ଅନ୍ତର୍ଗତ ଅଟଳା ଅଞ୍ଚଳରେ ଏକ ଆପାର୍ଟମେଣ୍ଟରୁ ମିଳିଛି ମୃତଦେହ । ମୃତକଙ୍କ ନାଁ ସୁଜାତା ରଥ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ । ପୂର୍ବରୁ ସେ ପରିବାର ସହ ରହୁଥିଲେ । କିଛିଦିନ ହେବ ସେ ଆପାର୍ଟମେଣ୍ଟରେ ଏକା ରହୁଥିଲେ । ପୋଲିସ ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.