ବର୍ଷାଙ୍କୁ ଅନୁଭବଙ୍କ ଉପହାର, ଆଇନଜୀବୀଙ୍କ ଜରିଆରେ ବର୍ଷାଙ୍କୁ ଭଗବତ ଗୀତା ଦେଲେ

କେନ୍ୟୁଜ୍(ବ୍ୟୁରୋ):ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା । ସାକ୍ଷ୍ୟ ଗ୍ରହଣ ପାଇଁ କୋର୍ଟରେ ଉପସ୍ଥିତ ରହିଲେ ସାଂସଦ ଅନୁଭବ ମହାନ୍ତି । କୋର୍ଟରେ ଆଇନଜୀବୀଙ୍କ ଜରିଆରେ ବର୍ଷାଙ୍କୁ ଭାଗବତ ଗୀତା ଦେଇଛନ୍ତି ଅନୁଭବ ।

ଗୀତା ପଢି ବିବାଦ ତୁଟାଇବାକୁ ଅନୁଭବ ପରାମର୍ଶ ଦେଇଛନ୍ତି । ଜୁଲାଇ ୧୧ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି। ପୂର୍ବରୁ ବର୍ଷାଙ୍କ ବିରୋଧରେ ଇଡିରେ ଫେରାଦ ହୋଇଥିଲେ ଅନୁଭବ । ବିଭିନ୍ନ ସରକାରୀ ଦସ୍ତାବିଜରେ ନିଜର ଏକାଧିକ ଓ ତ୍ରୁଟିପୂର୍ଣ୍ଣ ପରିଚୟ ଦେଇ ଟିକସ ଫାଙ୍କୁଥିବା ଅନୁଭବ ଅଭିଯୋଗରେ ଦର୍ଶାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.