ବାରମ୍ବାର ହାରୁଛ ଲାଜ ଲାଗୁନି, କାମ କର ନହେଲେ ଦଳ ଛାଡି ଦିଅ : ଅପରାଜିତାଙ୍କ ମନ୍ତବ୍ୟକୁ ନେଇ ଭିଡିଓ ଭାଇରାଲ

ଭୁବନେଶ୍ବର(କେନ୍ୟୁଜ୍) : ଅପରାଜିତା ଷଡଙ୍ଗୀଙ୍କ କଡ଼ା ଆଭିମୁଖ୍ୟ । ବୈଠକରେ କର୍ମୀଙ୍କୁ କଡ଼ା ଭାଷାରେ କହିଲେ ଅପରାଜିତା ଷଡଙ୍ଗୀ । କହିଲେ, ବାରମ୍ବାର ହାରୁଛ ଆପଣମାନଙ୍କୁ ଲାଜ ଲାଗୁନି । ୟା ଲୋକ ତା ଲୋକ ବୋଲି କାହିଁକି କହୁଛ । ସମସ୍ତେ ଭାରତୀୟ ଜନତା ପାର୍ଟିର ଲୋକ । ଏକାଠି କାମ କର ନହେଲେ ଦଳ ଛାଡି ଦିଅ । ଅପରାଜିତାଙ୍କ ଏପରି ଭାଷଣ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଦେଖନ୍ତୁ ଭିଡିଓ :