କନ୍ଧମାଳ ବନ୍ଧଗଡ ସଂରକ୍ଷିତ ଜଙ୍ଗଲରେ ବନ୍ଯଜନ୍ତୁ ଶିକାର କରୁଥିବାବେଳେ ୨ଗିରଫ, ଦେଶୀ ବନ୍ଧୁକ ଜବତ

କନ୍ଧମାଳ (କେନ୍ଯୁଜ୍): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବନଖଣ୍ଡ ବିଭାଗ ଅନ୍ତର୍ଗତ ବନ୍ଧଗଡ ସଂରକ୍ଷିତ ଜଙ୍ଗଲରେ ବନ୍ଯଜନ୍ତୁ ଶିକାର କରୁଥିବା ସମୟରେ ଦୁଇ ଜଣକୁ ଗିରଫ କରିଛି ବନ ବିଭାଗ । ଗିରଫ ମଧ୍ୟରୁ ଜଣେ ନାବାଳକ ।

ଶିକାରୀ ମାନଙ୍କ ଠାରୁ ଦୁଇଟି ଦେଶୀ ବନ୍ଧୁକ,ବାଟୁଳି ଖଡା,୧୦ଟି ଗୁଳି ଓ କିଛି କଚାଁ ମାସଂ ଜବତ କରାଯାଇଥିବା ସୂଚନା ଦେଇଛନ୍ତି ଫିରିଙ୍ଗିଆ ବନଖଣ୍ଡ ଅଧିକାରୀ ।

Leave A Reply

Your email address will not be published.