ବାଲୁକାକଳା ମାଧ୍ୟମରେ ପବିତ୍ର ନୀଳାଦ୍ରି ବିଜେ ଓ ରସଗୋଲା ଦିବସର ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ(କେନ୍ଯୁଜ୍): ଆଜି ପବିତ୍ର ନୀଳାଦ୍ରି ବିଜେ। ଆଜିର ଦିବସକୁ ରସଗୋଲା ଦିବସ ଭାବେ ମଧ୍ୟ ପାଳନ କରାଯାଉଛି। ଏହି ଅବସରରେ ପୁରୀ ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିର୍ମାଣ କରିଛନ୍ତି ବାଲୁକାକଳା।

ଏହି ବାଲୁକାକଳା ମାଧ୍ୟମରେ ରସଗୋଲା ଦିବସର ଶୁଭେଛା ଜଣାଇଛନ୍ତି ସୁଦର୍ଶନ ପଟ୍ଟନାୟକ। ମହାପ୍ରଭୁ ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରୁଥିବା ଦୃଶ୍ୟ ମଧ୍ୟ ଏହି ବାଲୁକାକଳାରେ ସ୍ଥାନ ପାଇଛି।

Leave A Reply

Your email address will not be published.