ଇଲେକ୍ଟ୍ରିକ୍ ଅଟୋରିକ୍ସାର ଟେଷ୍ଟ ଡ୍ରାଇଭ ନେଲେ ଅରୁଣ ବୋଥ୍ରା
ଭୁବନେଶ୍ୱର କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେବା ଅବସରରେ ଇଲେକ୍ଟ୍ରିକ୍ ଅଟୋରିକ୍ସା ଚଳାଇଥିଲେ ବୋଥ୍ରା। ଏହି ବିଦ୍ୟୁତଚାଳିତ ଅଟୋରିକ୍ସାକୁ ମହିଳା ଓ କିନ୍ନର ମାନଙ୍କ ଦ୍ୱାରା ପରିଚାଳିତ ହୋଇଥାଏ।

କେନ୍ୟୁଜ୍(ବ୍ୟୁରୋ): ଆଇପିଏସ ଅରୁଣ ବୋଥ୍ରାଙ୍କ ନୂଆ ଅବତାର। ଇଲେକ୍ଟ୍ରିକ୍ ଅଟୋରିକ୍ସାର ଟେଷ୍ଟ ଡ୍ରାଇଭ ନେଲେ ଅରୁଣ ବୋଥ୍ରା। ଭୁବନେଶ୍ୱର କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେବା ଅବସରରେ ଇଲେକ୍ଟ୍ରିକ୍ ଅଟୋରିକ୍ସା ଚଳାଇଥିଲେ ବୋଥ୍ରା। ଏହି ବିଦ୍ୟୁତଚାଳିତ ଅଟୋରିକ୍ସାକୁ ମହିଳା ଓ କିନ୍ନର ମାନଙ୍କ ଦ୍ୱାରା ପରିଚାଳିତ ହୋଇଥାଏ।
ଭୁବନେଶ୍ୱରରେ ମୋ ବସର ଯାତ୍ରୀ ମାନଙ୍କୁ ସେମାନଙ୍କ ଶେଷ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାକୁ ଏହି ଇଲେକ୍ଟ୍ରିକ୍ଚାଳିତ ଅଟୋରିକ୍ସା କାର୍ଯ୍ୟ କରୁଛି ବୋଲି କହିଛନ୍ତି ଅରୁଣ ବୋଥ୍ରା।