ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅରବିନ୍ଦ ପାନଗେରିିଆଙ୍କ ପ୍ରଶଂସା

ଭୁବନେଶ୍ୱର(କେନ୍ୟୁଜ୍):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ତଥା କଲୋମ୍ବିଆ ବିଶ୍ୱ ବିଦ୍ୟାଳୟର ଅର୍ଥନୀତି ବିଭାଗର ପ୍ରଫେସର ଅରବିନ୍ଦ ପାନଗେରିିଆଙ୍କ ପ୍ରଶଂସା । ‘ଲେସନ୍‌ ଫ୍ରମ ନବୀନ ବାବୁ’ ପ୍ରବନ୍ଧରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ ସେ ପ୍ରଶଂସା କରିଛନ୍ତି ।

ନବୀନ ବାବୁଙ୍କ ଠାରୁ ଶିଖ ବୋଲି ଜାତୀୟ ଗଣମାଧ୍ୟମ ଆର୍ଟିକଲରେ ଏହା କହିଛନ୍ତି । ଅର୍ଥନୈତିକ ଅଭିବୃଦ୍ଧିକୁ ଶୀର୍ଷକୁ ଯାଉଥିବାରୁ ନବୀନ ପଟ୍ଟନାୟଙ୍କୁ ଭୋଟର ମାନେ ଅକୁଣ୍ଠ ସମର୍ଥନ କରୁଥିବା କୁହାଯାଇଛି । ମହାବାତ୍ୟା ଠାରୁ ଆଜି ପର୍ଯ୍ୟନ୍ତ ନବୀନଙ୍କ ନେତୃତ୍ୱରେ ବିକାଶ ହୋଇଛି । ସରକାରଙ୍କ ରୂପାନ୍ତିକରଣ ମଡେଲ ଲୋକଙ୍କ ବିଶ୍ୱାସ ଜିତିପାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.