ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ASO ଆଶାୟୀ, ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ନେଇ ଦାୟର ହେଲା ମାମଲା

କଟକ(କେନ୍ୟୁଜ୍):ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଏଏସଓ ଆଶାୟୀ। ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ହୋଇଥିବା ନେଇ ମାମଲାରେ ଉଲ୍ଲେଖ। ଚୟନ ପ୍ରକ୍ରିୟାରୁ ବଞ୍ଚିତ ହୋଇଥିବା ଆଶାୟୀ ହାଇକୋର୍ଟରେ ରୁଜ୍ଜୁ କଲେ ମାମଲା। ଚୟନ ପ୍ରକ୍ରିୟାରେ ତ୍ରୁଟି ଦର୍ଶାଇ ହାଇକୋର୍ଟରେ ଏକାଧିକ ମାମଲା ଦାୟର।

ଓପିଏସସି ଦ୍ଵାରା ନିକଟରେ ପ୍ରକାଶିତ ହୋଇଛି ଏଏସଓ ପରୀକ୍ଷାର ଲିଖିତ ରେଜଲ୍ଟ। ୧୧୦୪ ଜଣ ପରୀକ୍ଷାର୍ଥୀ ଲିଖିତ ପରୀକ୍ଷାରେ ହୋଇଛନ୍ତି କୃତକାର୍ଯ୍ୟ। ନଭେମ୍ବର ୧୪ ରୁ ୧୮ ପର୍ଯ୍ୟନ୍ତ ରହିଛି ଡ଼କୁମେଣ୍ଟ ଭେରିଫିକେସନ। ୭୯୬ଟି ଏଏସଓ ପଦଵୀ ପାଇଁ ଓପିଏସସି କରୁଛି ଏହି ପରୀକ୍ଷା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.