ଆଜି ପୁଣି କମ୍ପିବ ବିଧାନସଭା ! ପ୍ରଶ୍ନକାଳ ଓ ଶୂନ୍ୟକାଳରେ ଉଠିପାରେ ASO ଚାକିରି ବିକ୍ରି
ଦିନକର ବିରତି ପରେ ଆଜି ପୁଣି ସରଗରମ ହେବ ବିଧାନସଭା । ପ୍ରଶ୍ନକାଳ ଓ ଶୂନ୍ୟକାଳରେ ଉଠିପାରେ ASO ଚାକିରି ବିକ୍ରି । ସେହିଭଳି ୱାଲଟିୟର ଡିଭିଜନକୁ ପୂର୍ବତଟ ରେଳପଥରୁ ଅଲଗା ପ୍ରସଙ୍ଗ ଉଠାଇ ଘମାଘୋଟ ଆଲୋଚନା ହୋଇପାରେ ।
ସେହିପରି ଶାସକ ଦଳ ମଧ୍ୟ ମଧ୍ୟ ବହୁ ପ୍ରସଙ୍ଗ ଉଠାଇପାରେ। ବିରୋେଧୀଙ୍କ ପକ୍ଷରୁ ମୁଲତବି ପ୍ରସ୍ତାବ ଦିଆଯିବ । ମୁଖ୍ୟମନ୍ତ୍ରୀ ମୋହନ ମାଝି ସ୍ଥାନୀୟ ପାଣ୍ଠି ସମୀକ୍ଷା ନିର୍ଦ୍ଦେଶାଳର ୨୦୨୩-୨୪ ମସିହାର ବାର୍ଷିକ ରିପୋର୍ଟ ଉପସ୍ଥାପନ କରିବେ ।