ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଅଭାବନୀୟ ଘଟଣା, ସେବାୟତଙ୍କ ଆକ୍ରମଣରେ ସହାୟକ ଆହତ

ପୁରୀ: ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଅଭାବନୀୟ ଘଟଣା । ସେବାୟତଙ୍କ ଆକ୍ରମଣରେ ଶ୍ରୀମନ୍ଦିର ସହାୟକ ଆହତ । ଆଜି ସକାଳେ ହାଣ୍ଡି କୁଡୁଆ ଶ୍ରୀମନ୍ଦିରକୁ ଯିବାକୁ ନେଇ ସେବାୟତ ଓ ସହାୟକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

ଏଥିରେ ଉତକ୍ଷିପ୍ତ ହୋଇ ସେବାୟତ ଜଣକ ସହାୟକଙ୍କ ମୁଣ୍ଡକୁ କୁଡୁଆରେ ପିଟି ଦେଇଥିଲେ । ସହାୟକ ଜଣକ ଗୁରୁତର ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଘଟଣାର ତଦନ୍ତ କରୁଛି ସିଂହଦ୍ୱାର ପୋଲିସ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.