ସହକାରୀ ଟ୍ୟାକ୍ସ କଲେକ୍ଟର ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ, ବନ୍ଦ ହେବ ପେନସନ

କଟକ : ସହକାରୀ ଟ୍ୟାକ୍ସ କଲେକ୍ଟର ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ। ସୁବର୍ଣ୍ଣପୁର ମ୍ୟୁନିସପାଲିଟର ପୂର୍ବତନ ସହକାରୀ ଟ୍ୟାକ୍ସ କଲେକ୍ଟର ଶିବରାମ ସାହୁ । ଦୁଇ ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ । ନିର୍ଦ୍ଦେଶ ଦେଲେ ବଲାଙ୍ଗୀର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ । ସରକାରୀ ଅର୍ଥ ତୋଷରପାତର ଥିଲା ଅଭିଯୋଗ । ଶିବରାମ ସାହୁଙ୍କ ପେନସନ ବନ୍ଦ କରିବାକୁ ସରକାରଙ୍କୁ ଲେଖିବ ଭିଜିଲାନ୍ସ ।