ଦିନ ଦ୍ୱିପ୍ରହରରେ ରାଜଧାନୀରେ ବୁଲିଲା ଖଣ୍ଡା: ଯୁବକଙ୍କ ଦୁଇ ହାତ ଓ ଦେହକୁ ହାଣିଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର (କେନ୍ୟୁଜ): ଦିନ ଦ୍ୱିପ୍ରହରେ ରାଜଧାନୀରେ ବୁଲିଲା ଖଣ୍ଡା। ୩ ଟି ବାଇକରେ ୬ ଜଣ ଦୁର୍ବୃତ୍ତ ଆସି ଯୁବକଙ୍କୁ ସଙ୍ଗବଧ ଆକ୍ରମଣ କରିଛନ୍ତି। ଘଟଣା ଘଟିଛି ନୟାପଲ୍ଲୀ ଅଞ୍ଚଳରେ। ଆକ୍ରମଣ କରି ଯୁବକଙ୍କ ଦୁଇ ହାତ ଓ ଦେହକୁ ହାଣିଲେ ଦୁର୍ବୃତ୍ତ । ଉକ୍ତ ଯୁବକଙ୍କୁ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ଜରାଯାଇଛି । ତେବେ ଘଟଣା ସ୍ଥଳରେ ନୟାପଲ୍ଲୀ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.