ATMରେ ଯିଏ ଟଙ୍କା ଭର୍ତ୍ତି କରୁଥିଲା ସେ ହିଁ ଲୁଟିନେଲେ ୩୪ ଲକ୍ଷ ଟଙ୍କା

ରାଉରକେଲା (କେନ୍ୟୁଜ୍):  ATMରୁ ୩୪ ଲକ୍ଷ ଟଙ୍କା ଲୁଟ ଅଭିଯୋଗରେ ଜଣେ ଗିରଫ। ଗିରଫ ଅଭିଯୁକ୍ତ ହରିଶ ଚନ୍ଦ୍ର ଦାସ । ଗିରଫ ବ୍ୟକ୍ତି ଜଣକ ATMରେ ଟଙ୍କା ଭର୍ତ୍ତି କରୁଥିବା ଘରୋଇ କଂପାନୀର କର୍ମଚାରୀ। ଏଟିଏମ୍‌ର ପାସ୍‌ୱାର୍ଡ ସଂଗ୍ରହ କରି ୪ଟି ବ୍ୟାଙ୍କ୍‌ ATMରୁ ୩୪ ଲକ୍ଷ ଟଙ୍କା ହଡପ୍‌ କରିଥିବା ଅଭିଯୋଗରେ ରାଉରକେଲା ପୋଲିସ ଜଣଙ୍କୁ ଗିରଫ କରିଛିି।

ଗିରଫ ବ୍ୟକ୍ତି ଜଣକ ଆଉ ଜଣେ କର୍ମଚାରୀଙ୍କ ସହ ମିଶି ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରନ୍ତି। ଗିରଫ ବ୍ୟକ୍ତି ଜଣଙ୍କ କୌଣସି ପ୍ରକାର ଅନ୍ୟ ବ୍ୟକ୍ତିଙ୍କଠାରୁ ପାସୱାର୍ଡ ହାସଲ କରି ପର୍ଯ୍ୟାୟ କ୍ରମେ ଗୋଟିଏ ବର୍ଷ ହେଲା ସହରର ୪ଟି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.