ଅଡ଼ଶପୁର କଲେଜ ଛାତ୍ରୀଙ୍କୁ ବିଚ୍‌ ରାସ୍ତାରେ ଛୁରା ମାଡ଼

ଅଡ଼ଶପୁର(କେନ୍ଯୁଜ୍) : ବିଚ୍‌ ରାସ୍ତାରେ କଲେଜ ଛାତ୍ରୀଙ୍କୁ ଛୁରାମାଡ଼ । ଅଡ଼ଶପୁର କଲେଜ ଛାତ୍ରୀଙ୍କୁ ଛୁରା ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଛାତ୍ରୀଙ୍କ ଅବସ୍ଥା ଏବେ ଗୁରୁତର ରହିଛି । ଚିକିତ୍ସା ପାଇଁ ତାଙ୍କୁ ପଠାଯାଇଛି କଟକ ବଡ଼ ମେଡିକାଲ । ରାଜୁ ବେହେରା ନାମକ ଜଣେ ଯୁବକ ଆକ୍ରମଣ କରି ଫେରାର ହୋଇଯାଇଛି । ତେବେ କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.