ଭୁବନେଶ୍ୱର ଡୁମୁଡୁମାରେ ଠିକାଦାରଙ୍କୁ ଆକ୍ରମଣ, ୨ ଗିରଫ

ଭୁବନେଶ୍ବର(କେନ୍ଯୁଜ୍) : ପୁଣି ଭୁବନେଶ୍ବରରେ ଦୁର୍ବୁତଙ୍କ ଆତଙ୍କ । ଏଥରେ ଠିକାଦାରଙ୍କୁ କଲେ ଆକ୍ରମଣ । ଭୁବନେଶ୍ୱର ଡୁମୁଡୁମାରେ ଠିକାଦାରଙ୍କୁ ଅପହରଣ ଉଦ୍ୟମ କରାଯିବା ସହ ଆକ୍ରମଣ ଅଭିଯୋଗ ହୋଇଛି । ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଏହା ସହ ଦୁଇଟି କାର ଓ ମାରଣାସ୍ତ୍ର ଜବତ ହୋଇଛି । ପୂଜା ମାହୋଲରେ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ସାଧାରଣରେ ଏହା ଆତଙ୍କ ଖେଲାଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.