ଟାଙ୍ଗୀ: ରେଳ ଫାଟକକୁ ଧକ୍କା ଦେଲା ଅଟୋ

ଟାଙ୍ଗୀ: ରେଳ ଫାଟକକୁ ଧକ୍କା ଦେଲା ଅଟୋ । ରେଳ ଡିଭିଜନ୍ ଅନ୍ତର୍ଗତ କାଳୁପଡା ଘାଟ ରେଳ ଫାଟକକୁ ଏକ ଅଟୋ ଧକ୍କା ଦେଇଥିବା ଜଣାପଡିଛି । ଫଳରେ ରେଳ ଫାଟକ ଭାଙ୍ଗିଯିବା ସହିତ ରେଳ ଚଳାଚଳ ବାଧାପ୍ରାପ୍ତ ହେବା ସହିତ ଜନସାଧାରଣଙ୍କ ଯିବାଆସିବାରେ ମଧ୍ୟ ବାଧା ଉପୁଯିଥିଲା । ଏହାପରେ ରେଳ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଁଚି ମରାମତି କରିବାପରେ ଫାଟକ ଦେଇ ଗମନାଗମନ ସ୍ବାଭାବିକ ହୋଇଥିଲା ।