ମାଓ ଅଞ୍ଚଳରେ ଯବାନ ଚଢ଼ିବେ ସ୍ପୋର୍ଟସ ବାଇକ୍ , ଗୁଇନ୍ଦା ବିଭାଗକୁ ୩୫୦ଟି ହିରୋ ଏକ୍ସଟ୍ରିମ୍-୧୬୦

ମାଓ ଅଞ୍ଚଳରେ ଏଣିକି ଯବାନ ଚଢ଼ିବେ ସ୍ପୋର୍ଟସ ବାଇକ୍। ଗୁଇନ୍ଦା ବିଭାଗକୁ ୩୫୦ଟି ହିରୋ ଏକ୍ସଟ୍ରିମ୍-୧୬୦ ସ୍ପୋର୍ଟସ୍ ବାଇକ୍ ଆସିଛି। ଆଗକୁ ନିର୍ବାଚନ ଥିବାରୁ ତାଲିମ ଶିବିର ଓ ନୂଆ ନିଯୁକ୍ତି ଆରମ୍ଭ ହୋଇଛି।

ମାଓ ଅଞ୍ଚଳରେ ଏଣିକି ଯବାନ ଚଢ଼ିବେ ସ୍ପୋର୍ଟସ ବାଇକ୍। ଗୁଇନ୍ଦା ବିଭାଗକୁ ୩୫୦ଟି ହିରୋ ଏକ୍ସଟ୍ରିମ୍-୧୬୦ ସ୍ପୋର୍ଟସ୍ ବାଇକ୍ ଆସିଛି। ଆଗକୁ ନିର୍ବାଚନ ଥିବାରୁ ତାଲିମ ଶିବିର ଓ ନୂଆ ନିଯୁକ୍ତି ଆରମ୍ଭ ହୋଇଛି। ମାଓ ଦମନ ନେଇ ଭେହିକିଲ୍ ପରିବର୍ତ୍ତେ ସ୍ପୋର୍ଟସ୍ ବାଇକ ବ୍ୟବହାର ହେବ। SOG ଓ DVF ଯବାନ ଏହାକୁ ନକ୍ସଲ ଅପରେସନରେ ବ୍ୟବହାର କରିବେ । ଲଗାତର ଭାବେ ଲ୍ୟାଣ୍ଡମାଇନ ବିଛାଇ ମାଓବାଦୀମାନେ ହେଭି ଭେହିକିଲକୁ ଟାର୍ଗେଟ କରୁଛନ୍ତି ।

You might also like