ବ୍ରହ୍ମପୁର: କରୋନା ଭାଇରସରୁ ମୁକ୍ତି ପାଇଁ ବାଲୁକା କଳା ମାଧ୍ୟମରେ ସଚେତନତା ବାର୍ତ୍ତା

ବ୍ରହ୍ମପୁର (କେନ୍ୟୁଜ୍): କରୋନା ଭାଇରସକୁ ମୁକାବିଲା କରିବା ଲାଗି ସବୁ ସ୍ତରରେ ଲୋକେ ଏବେ ଚିନ୍ତିତ । କିଏ କେଉଁ ଢଙ୍ଗରେ ଲୋକଙ୍କୁ ଏହି ମହାମାରୀରୁ ମୁକ୍ତ ପାଇଁ ଲାଗି ପଡିଛନ୍ତି । ଏହି କ୍ରମରେ ଆଜି ବ୍ରହ୍ମପୁର ସହରର ବାଲୁକା ଶିଳ୍ପୀ ସତ୍ୟ ମହାରାଣା ମଧ୍ୟ ନିଜର ବାଲୁକା କଳା ମାଧ୍ୟମରେ ଏହି ଭୂତାଣୁରୁ କିଭଳି ନିଜକୁ ଦୂରେଇ ପାରିବେ ସେ ନେଇ ଲୋକଙ୍କୁ ସଚେତନତା କରିଛନ୍ତି ।

corona awarness sand artଏହା ସହ ଏହାକୁ ନେଇ ଭୟଭୀତ ନ ହୋଇ ଧୈର୍ଯ୍ୟର ସହ ଏହାକୁ ମୁକାବିଲା କରିବା ସହ ବାରମ୍ୱାର ହାତ ଧୋଇବା ପାଇଁ ନିଜର ବାଲୁକା କଳା ମାଧ୍ୟରେ ଲୋକଙ୍କୁ ସଚେତନାର ବାର୍ତ୍ତା ଦେଇଛନ୍ତି । ଏଭଳି ଏକ ବାଲୁକା କଳାକୁ ଲୋକେ ଦେଖି ଲୋକେ ସଚେତନତା ହେଉଥିବା ସେ କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.