ରାଜ୍ୟ

ପୁଅ ସହ ଭିଡିଓ କଲରେ କଥା ହେଲେ ବାବୁସାନ, ମନଇଚ୍ଛା କଲେ ଗେଲ

ଭୁବନେଶ୍ୱର(କେନ୍ୟୁଜ୍): ପୁଅ ସହ ଭିଡିଓ କଲରେ କଥା ହେଲେ ବାବୁସାନ । ମନଇଚ୍ଛା ଗେଲ କଲେ । ପୁଅ ସହ ଖେଳିଲେ ବାବୁସାନ । ପତ୍ନୀ ତୃପ୍ତିଙ୍କୁ ଭିଡିଓ କଲ୍‌ କରିଥିଲେ । ଏହାପରେ ପୁଅ ସହ କଥା ହେଉଥିବା ଭିଡିଓ ଏବେ ଭାଇରାଲ୍‌ ହୋଇଛି । ବିବାଦ ପରେ ପ୍ରଥମ ଥର ପୁଅ ଗୋଆନ୍‌ ସହ ବାବୁସାନ କଥା ହେବାର ଭିଡିଓ ସାମନାକୁ ଆସିଛି ।

ପତ୍ନୀ ତୃପ୍ତିଙ୍କ କୋଳରେ ତାଙ୍କ ପୁଅ ଥିବା ଦେଖିବାକୁ ମିଳୁଛି । କିନ୍ତୁ ପତ୍ନୀଙ୍କ ସହ ବାବୁସାନ କଥାବାର୍ତ୍ତା ହେଉନଥିବା ଦେଖିବାକୁ ମିଳିନାହିଁ । ଏହି ଭିଡିଓ ଆସିବା ପରେ ବାବୁସାନଙ୍କ ଫ୍ୟାନ ଆଶା କରୁଛନ୍ତି ବାବୁସାନ ଓ ପତ୍ନୀଙ୍କ ଭିତରେ ଦୂରତା କମୁଛି । ସେମାନଙ୍କ ଦାମ୍ପତ୍ୟ ଜୀବନରେ ସୁଧାର ଆସୁଛି ।

 

 

Sonalisa

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago