ବଲାଙ୍ଗୀର: ମର୍ମନ୍ତୁଦ ସିରିଜ ଦୁର୍ଘଟଣା; ଜଣେ ମୃତ, ୩ ଗୁରୁତର

ବଲାଙ୍ଗୀର (କେନ୍ୟୁଜ): ଆରଟିଓ ଛକ ଠାରେ ମର୍ମନ୍ତୁଦ ଦୁର୍ଘଟଣା। ସିରିଜ ଦୁର୍ଘଟଣା ଘଟି ଏକ ୪୦୭, ଟ୍ରକ, ଇନୋଭା ଓ ବାଇକ ଧକ୍କା ହୋଇଛି । ବାଇକ଼ରେ ଥିବା ତିନି ଜଣ ଗୁରୁତର ଓ ଜଣେ ମୃତ। ମିଳିଥିବା ସୂଚନା ଅନୁଯାୟୀ ଗୁରୁତର ତିନି ଜଣଙ୍କୁ ଭିମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।

Leave A Reply

Your email address will not be published.