ରାଜ୍ୟ

ଆକ୍ସନ ମୁଡରେ ବାଲେଶ୍ବର ଏସପି ସାଗରିକା ନାଥ, ରାତି ଅଧରେ ବୁଲେଟ ଧରି ମାରୁଛନ୍ତି ପଇଁତରା

ବାଲେଶ୍ବର(କେନ୍ୟୁଜ୍): ଆକ୍ସନ ମୁଡରେ ବାଲେଶ୍ବର ଏସପି ସାଗରିକା ନାଥ। ରାତି ଅଧରେ ବାଇକରେ ବୁଲି ପାଟ୍ରୋଲିଂ। ଆଜିମାବାଦ ରୋଡରୁ ପୋଲିସ ଲାଇନ ରୋଡ ପର୍ଯ୍ୟନ୍ତ ପଇଁତରା ମାରି ରାତି ଅଧରେ ସହରର ସ୍ଥିତି ପରଖିଛନ୍ତି। ଲୋକଙ୍କ ସୁରକ୍ଷା ଦାୟିତ୍ବରେ ନିୟୋଜିତ ପୋଲିସ କର୍ମଚାରୀଙ୍କ କାର୍ଯ୍ୟ ଉପରେ ନଜର ରଖିବା ସହ ସହରର ସ୍ଥିତି ବୁଲି ଦେଖିଛନ୍ତି। ବାଲେଶ୍ବର ଏସପି ଭାବେ ଦାୟିତ୍ବ ନେବା ପରଠାରୁ ସେ ତାଂକ କାର୍ଯ୍ୟଦକ୍ଷତାକୁ ନେଇ ବେଶ ପ୍ରଶଂସା ସାଉଁଟିଛନ୍ତି।

ବ୍ରାଉନସୁଗାର ଚାଲାଣାକାରୀଙ୍କୁ ସାବାଡ କରିବା , ଅପରେସନ ସ୍ୟାଣ୍ଡ ଷ୍ଟର୍ମ ଓ ପ୍ରଶ୍ନପତ୍ର ଲିକ ଘଟଣାର ପର୍ଦ୍ଦାଫାସ୍ ପରି ବଡ଼ ବଡ଼ ପଦକ୍ଷେପ ନେଇଛନ୍ତି। ଅପରାଧୀଙ୍କୁ ସାବାଡ କରୁଛନ୍ତି । ଏବେ ରାତି ଅଧରେ ବାଇକରେ ବୁଲି ପୁଣି ଚର୍ଚ୍ଚାକୁ ଆସିଛନ୍ତି ସାଗରକି ନାଥ।

Sasmita

Recent Posts

ରାତିରେ ଟୁଇନ ସିଟିରେ ଢାଳିଲା ବର୍ଷା, ତାଣ୍ଡବ କଲା କାଳବୈଶାଖୀ

ଭୁବନେଶ୍ୱର  : ଦିନରେ ଅଗ୍ନି ବର୍ଷା, ରାତିରେ ଜଳ ବର୍ଷା। ରାତିରେ ଟୁଇନ ସିଟିରେ ଢାଳିଲା ବର୍ଷା। ତାଣ୍ଡବ କଲା…

4 mins ago

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

10 hours ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

11 hours ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

12 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

12 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

13 hours ago