କଟକରେ ଆରମ୍ଭ ହେଲା ବର୍ଫି (Baliyatra River Front Improvement) ପ୍ରକଳ୍ପର ପରିକଳ୍ପନା

କଟକରେ ଆରମ୍ଭ ହେଲା ବର୍ଫି (BALIYATRA RIVER FRONT IMPROVEMENT PROJECT) ପ୍ରକଳ୍ପର ପରିକଳ୍ପନା । ଏଥିରେ ମହାନଦୀ ପଠାର ୪ଶହ ଏକର ଜମିର ବ୍ୟବହାର, ସୌନ୍ଦର୍ଯ୍ୟକରଣ, ଉନ୍ନତିକରଣ, ସୁରକ୍ଷା ତଥା ରମଣୀୟ ଦୃଶ୍ୟ ସମ୍ବନ୍ଧରେ ପ୍ରତିଫଳିତ ହେବ । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ବ୍ଲୁପ୍ରିଣ୍ଟକୁ ନେଇ ପର୍ଯ୍ୟାବେକ୍ଷଣ ଅଭିଯାନ ଆରମ୍ଭ ହୋଇଛି । ଏଥିରେ ପାଖାପାଖି ୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଏମାନେ ଇକୋ ଅବଜରଭର ଭାବେ ରିପୋର୍ଟ ପ୍ରଶାସନକୁ ପ୍ରଦାନ କରିବେ । କଣ୍ଟେନ ମେଣ୍ଟ ଥାନା ଠାରୁ ମାରିଟାଇମ ମ୍ୟୁଜିୟମ ପର୍ଯ୍ୟନ୍ତ ୪ଶହ ଏକର ଜମିକୁ ବାଲିରେ ପୋତା କାର୍ଯ୍ୟ ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.