ମାହାଙ୍ଗା: ବାହା ହେବାକୁ ଆସି ହଟହଟା, ବର ଓ ବରଯାତ୍ରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ମାହାଙ୍ଗା(କେନ୍ୟୁଜ୍) : ବାହା ହେବାକୁ ଆସି ହଟହଟା। ବର ଓ ବରଯାତ୍ରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ। ମାହାଙ୍ଗା ଦେବରିଓ ଗାଁରେ ଘଟିଛି ଏହି ଘଟଣା। ମହାକାଳପଡ଼ା ଷାଠିଏବାଟି ଅଞ୍ଚଳରୁ ବାହା ହେବା ପାଇଁ ବରଯାତ୍ରୀ ନେଇ ଆସିଥିଲେ ବର। ହେଲେ କନ୍ୟାଘରେ ପହଞ୍ଚିବା ପରେ ବରଯାତ୍ରୀ ଓ ବର କରିଥିଲେ ଉନ୍ମତ୍ତକାଣ୍ଡ। ଏଥିରେ କନ୍ୟା ଘର ଲୋକେ ଉତ୍ୟକ୍ତ ହୋଇ ଉଭୟ ବର ଓ ବରଯାତ୍ରୀଙ୍କୁ ଅଟକ ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.