ବରଗଡ଼ ଦେବ୍ରୀଗଡ଼ ଅଭୟାରଣ୍ୟରେ ବାଘ ଶିକାର

ବରଗଡ଼ (କେନ୍ଯୁଜ୍) : ମହାବଳ ବାଘ ଶିକାର । ବରଗଡ଼ ଦେବ୍ରୀଗଡ଼ ଅଭୟାରଣ୍ୟରେ ମହାବଳ ବାଘ ଶିକାର । ମହାବଳ ବାଘର ଗଳିତ ମୃତଦେହ ଠାବ ହୋଇଛି । ଭଟ୍‌ଲି ବ୍ଲକ ଦାମୋଦରପଡ଼ା ଗାଁ ନିକଟ ଜଙ୍ଗଲରୁ ଗଳିତ ମୃତଦେହ ଠାବ ହୋଇଛି । ବାଘ ଶିକାର ପରେ ପୋତିଦିଆଯାଇଥିବା ଅଭିଯୋଗ ହୋଇଛି । ମହାବଳ ବାଘର ମୁଣ୍ଡ ମଧ୍ୟ କଟାଯାଇଛି । ଦାନ୍ତ ଓ ନଖ ନେଇଯାଇଛନ୍ତି ଶିକାରୀ । ଘଟଣାସ୍ଥଳରେ ଏଯାଏ ବନବିଭାଗ ପହଞ୍ଚି ନଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.