ଭିଜିଲାନ୍ସ ଜାଲରେ ବରଗଡ଼ ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଫରେଷ୍ଟର

ପଦ୍ମପୁର(କେନ୍ଯୁଜ୍): ଭିଜିଲାନ୍ସ ଜାଲରେ ବରଗଡ଼ ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଫରେଷ୍ଟର ସୁଶାନ୍ତ ଦାଶ। ପଦ୍ମପୁରସ୍ଥିତ ଘର ଓ ଝାରବନ୍ଧ ଅଫିସରେ ଏକକାଳୀନ ଚଢାଉ ଚାଲିଛି। ବରଗଡ଼ ଭିଜିଲାନ୍‌ସ DSP ଦାଶରଥି ସେଠୀଙ୍କ ନେତୃତ୍ୱରେ ୨ଟି ଟିମ୍‌ରେ ୧୨ଜଣ ସଦସ୍ୟ ରେଡ୍‌ରେ ସାମିଲ ହୋଇଛନ୍ତି।

ଗୋଟେ ପ୍ଲଟ , ଚାରି ଚକିଆ ସହ ଗୋଟିଏ ଦୁଇ ଚକିଆ ଗାଡି ଓ ୫୪ହଜାର ଟଙ୍କା ଜବତ କରାଯାଇଛି। ଚଢାଉ ଜାରି ରହିଥିବାରୁ ସଠିକ୍‌ ସମ୍ପତ୍ତିର ମୂଲ୍ୟ ଆକଳନ କରାଯାଇପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.