ବାରିପଦା ପୌର ପରିଷଦ ଫଳାଫଳ : ୨୮ ଓ୍ଵାର୍ଡ଼ରୁ ୨୨ଟିରେ ବିଜେଡିର ଜିତାପଟ୍‌

ଅଧକ୍ଷ ପ୍ରାର୍ଥୀ- କୃଷ୍ଣନନ୍ଦ ମହାନ୍ତି- ବିଜେଡ଼ି -ମୋଟ ୨୧୩୦୬ ଭୋଟ ପାଇ ବିଜୟୀ।

ବିଜେପିର କବିବିଷ୍ଣୁ ଶତପଥୀ ୧୨୬୬୨ ଭୋଟ ପାଇଛନ୍ତି
କଂଗ୍ରେସ ର ଯୋଗେଶ ଅଗ୍ରୱାଲ ୧୨୧୩୨ ଭୋଟ ପାଇଛନ୍ତି

ୱାର୍ଡ଼ କାଉନସିଲର
୧ – ସୁକେଶିନୀ ସେଠୀ – ବିଜେଡି – ୧୨୫୮
୨ – ଅନୁରାଧା ମହାନ୍ତି – ବିଜେଡ଼ି – ୯୩୬
୩ – ରାଜ ଗୁପ୍ତା – ବିଜେପି – ୭୪୫
୪ – ଶିଖା ସ୍ୱାଇଁ – ବିଜେଡ଼ି – ନିଦ୍ଦ୍ଵର୍ନ୍ଦ୍ୱରେ ବିଜୟୀ
୫ – ପୂଜା ତରେଇ – ବିଜେଡ଼ି – ୮୮୨
୬ – ଅମ୍ବିକା ସାହୁ – ବିଜେଡ଼ି – ୧୧୮୬
୭ – ପ୍ରଶାନ୍ତ କୁମାର ବେହେରା – ବିଜେଡ଼ି – ୧୪୩୯
୮ – ମୂର୍ଚ୍ଛନା ମହାନ୍ତି – ବିଜେଡ଼ି – ନିଦ୍ଦ୍ଵର୍ନ୍ଦ୍ୱରେ ବିଜୟୀ ।
୯ – ସୀମା ଦାସ – ବିଜେଡ଼ି – ୮୯୮
୧୦ – ରିନା ଶର୍ମା – ବିଜେଡ଼ି – ୧୧୧୪
୧୧ – ପ୍ରଭାତୀ ପୃଷ୍ଟି – ସ୍ଵାଧୀନ – ୭୮୭
୧୨ – ମହେଶ ଭଞ୍ଜଦେଓ – ବିଜେଡ଼ି – ୭୯୪
୧୩ – ଶ୍ରିମତ ମୁର୍ମୁ – ବିଜେଡ଼ି – ୧୦୬୭
୧୪ – ବିବେକାନନ୍ଦ ନାୟକ – ବିଜେଡ଼ି – ୭୩୭
୧୫ – ନିରୁପମା ମହାନ୍ତି – ବିଜେଡ଼ି – ୨୧୩୩
୧୬ – ଦୀପ୍ତିରାଣି ପଟ୍ଟନାୟକ – ବିଜେଡ଼ି – ୯୩୧
୧୭ – କରୁଣାକର ହେମ୍ବ୍ରମ – ସ୍ଵାଧୀନ – ୧୮୩୯
୧୮ – ସବିତା ପାଲ – ବିଜେଡ଼ି – ୯୨୧
୧୯ – ଦିଗବିଜୟୀ ହାଁସଦା – ବିଜେଡ଼ି – ୧୦୧୪
୨୦ – ଜଗବନ୍ଧୁ ମୁଖୀ – ସ୍ଵାଧୀନ – ୬୬୪
୨୧ – ଲକ୍ଷ୍ମୀଧର ହାବଡ଼ା – ବିଜେପି – ୭୮୮
୨୨ – ସୁଧୀର କୁମାର ବାରିକ – ବିଜେଡ଼ି – ୧୦୨୮
୨୩ – ଅନନ୍ତ କୁମାର ଦାସ – ବିଜେଡ଼ି – ୧୨୩୧
୨୪ – ତ୍ରୋଇଲକେଶ ପଣ୍ଡା – ବିଜେଡ଼ି – ୧୦୯୭
୨୫ – ଦେବାଶିଷ ପାତ୍ର – ବିଜେଡ଼ି – ୧୦୭୯
୨୬ – ବିଜୟଲକ୍ଷ୍ମୀ ନାୟକ – ବିଜେପି – ୫୫୯
୨୭ – ଶିବ ଶଙ୍କର ପାତ୍ର – ବିଜେଡ଼ି – ୧୨୩୮
୨୮ – ଜିତା ସିଂ – ବିଜେଡ଼ି – ୧୧୯୨

ଗଣତି ଶେଷ ସୁଦ୍ଧା ବିଜେଡ଼ି ୨୨ଟି, ବିଜେପି ୩ଟି ଏବଂ ସ୍ଵାଧୀନ ପ୍ରାର୍ଥୀ ୩ଟି ଓ୍ଵାର୍ଡ଼ରେ ବିଜୟ ଲାଭ କରିଛନ୍ତି । କଂଗ୍ରେସ ଖାତା ଖୋଲି ପାରି ନାହିଁ ।

You might also like