ବାସୁଦେବପୁର ପୌରପାଳିକା ନିର୍ବାଚନ ଫଳାଫଳ: ୨୩ଟି ଆସନରୁ ବିଜେଡ଼ିକୁ ୧୦ଟି, ବିଜେପିକୁ ୪ଟି ଓ କଂଗ୍ରେସକୁ ୯ଟି ମିଳିଛି ଆସନ
ବାସୁଦେବପୁର(କେ ନ୍ୟୁଜ): ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା /କାଉନସିଲର ନିର୍ବାଚନ ଫଳାଫଳ ପ୍ରକାଶିତ ହୋଇଛି । ମୋଟ ୨୩ଟି ଆସନ ଭିତରୁ ବିଜେଡ଼ିକୁ ୧୦ଟି, ବିଜେପିକୁ ୪ଟି ଓ କଂଗ୍ରେସକୁ ୯ଟି ଆସନ ମିଳିଛି । ଚେୟାରମେନ ପଦ ପାଇଁ ବିଜେଡିର ନିବେଦିତା ବେହେରା ୧୦୦୫୨ଖଣ୍ଡ ଭୋଟ ପାଇ ବିଜୟୀ ହୋଈଥିବା ବେଳେ ବିଜେପିର ପୁଷ୍ପାଞ୍ଜଳି ମହାପାତ୍ର ୩୭୭୧ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି । ଯେବେକି କଂଗ୍ରେସର ମମତା ମହାନ୍ତି ୮୪୮୪ ଖଣ୍ଡ ଭୋଟ ସହ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି ।
୧-ସ୍ମୃତିସ୍ମିତା ଗିରି,ବିଜେଡି (୨୦୭)
୨- ଶୁଭେନ୍ଦୁ ଭୂଷଣ ପୃଷ୍ଟି,ବିଜେଡି (୧୮୩)
୩ ଗୌରୀ ବେହେରା,ବିଜେପି(୮୦)
୪- ଭାନୁମତି ମଳିକ, ବିଜେପି (୬୫)
୫- ଜଗବନ୍ଧୁ ଦାସ,ବିଜେପି (୭୩)
୬ – ହେମନ୍ତ କୁମାର ନାୟକ,ବିଜେପି(୧୦୧)
୭ – ସୁନିଲ କୁମାର ପାତ୍ର କଂଗ୍ରେସ (୨୦୭)
୮ – ଆରତୀ ବିଶ୍ବାଳ,କଂଗ୍ରେସ (୧୨୪)
୯ – ଉତ୍ତମ ବାରିକ,ବିଜେଡି (୯୭)
୧୦ – ଶଙ୍କିରୀ ପ୍ରଧାନ,ବିଜେଡି(୭୧)
୧୧ – କୁନ୍ତଳା ସେଠୀ,ବିଜେଡି(୧୩୨)
୧୨ – ଜୟନ୍ତି ସାହୁ,ବିଜେଡି(୬୧)
୧୩ – ସନ୍ତୋସ ସାହୁ,କଂଗ୍ରେସ(୧୨୧)
୧୪- ଚନ୍ଦନ କୁମାର ସେନ୍,ବିଜେଡି(୨୯୦)
୧୫- ଅଂଜୁମ୍ ବିବି,ବିଜେଡି(୧୧୧)
୧୬- ଅସନା ବିବି,କଂଗ୍ରେସ(୨୨୫)
୧୭- ଭକ୍ତରଂଜନ ପଟ୍ଟନାୟକ,କଂଗ୍ରେସ(୧୦୮)
୧୮ – କାର୍ତ୍ତିକ ଖିଲାର,କଂଗ୍ରେସ(୧୪୪)
୧୯- ରେବତି ସେଣ୍ଢ,କଂଗ୍ରେସ(୫୦)
୨୦- ମାନସି ବେହେରା,ବିଜେଡି(୮୦)
୨୧- ମଧୁସ୍ମିତା ସେଠି,କଂଗ୍ରେସ(୨୭)
୨୨ – କବିତା ମହାନ୍ତି,କଂଗ୍ରେସ(୧୨୪)
୨୩ – ମଂଜୁଲତା ମହାଳିକ,କଂଗ୍ରେସ(୧୭୪)