ବ୍ରହ୍ମପୁର: ପାଇଖାନା ସେଫ୍ଟିକ୍ ଟାଙ୍କି  ସେଟ୍ରିଂ କାମ ବେଳେ ଅଘଟଣ, ଶ୍ବାସରୁଦ୍ଧ ହୋଇ ୩ ଶ୍ରମିକଙ୍କ ମୃତ୍ୟୁ

ବ୍ରହ୍ମପୁର(କେନ୍ୟୁଜ୍):  ଗୋପାଳପୁର ଥାନା ଅନ୍ତର୍ଗତ ବିକ୍ରମପୁରରେ ଅଭାବନୀୟ ଘଟଣା। ପାଇଖାନା  ସେଫ୍ଟିକ୍ ଟାଙ୍କି  ସେଟ୍ରିଂ କାମ ଚାଲିଥିବା  ବେଳେ ବେଳେ ଶ୍ବାସରୁଦ୍ଧ ହୋଇ ୩ ଶ୍ରମିକଙ୍କ ମୃତ୍ୟୁ।

ସେଟ୍ରିଂ କାମରେ ନିୟୋଜିତ ଥିବା ମିସ୍ତ୍ରୀ ଟାଙ୍କିରେ ଫସି ରହିଯାଇଥିବା ବେଳ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଆଉ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଟି. ସୁଦେଶୁଙ୍କ ଘରେ ଏହି ସେଫଟିକ୍ ଟାଙ୍କି କାମ ଚାଲିଥିଲା। ମୃତକ ମାନେ ହେଲେ ମିସ୍ତ୍ରୀ ଏନ. ସଦାନନ୍ଦନ, କ୍ରିଷ୍ଣା ରେଡି ଓ ଅବଶେଷ ତାରେମେୟା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.