ସାଇକେଲରେ ବୁଲିବୁଲି ଚାଲାଣ କାଟୁଛନ୍ତି ଜିଲ୍ଲାପାଳ, ପ୍ଲାଷ୍ଟିକ ବ୍ୟବହାରୀଙ୍କୁ ତାଗିଦ୍‌ ପରେ ଫାଇନ ଆଦାୟ

ବ୍ରହ୍ମପୁର: ସାଇକେଲରେ ଚାଲାଣ କାଟୁଛନ୍ତି ଜିଲ୍ଲାପାଳ । ପ୍ଲାଷ୍ଟିକ ବ୍ୟବହାରୀଙ୍କୁ ତାଗିଦ୍‌ ପରେ ଫାଇନ ଆଦାୟ କରୁଛନ୍ତି ଜିଲ୍ଲପାଳ । ସଚେତନ କରାଉଛନ୍ତି ଜିଲ୍ଲାପାଳ । ବ୍ରହ୍ମପୁର ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସାଇକେଲରେ ସହର ବୁଲୁଛନ୍ତି । ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ଲୋକଙ୍କୁ ସଚେତନ କରୁଛନ୍ତି ଜିଲ୍ଲାପାଳ । ଯେଉଁ ବ୍ୟବସାୟୀମାନେ ପ୍ଲାଷ୍ଟିକ ବ୍ୟବହାର କରୁଛନ୍ତି କିମ୍ବା ପରିବେଶକୁ ଦୂଷିତ କରୁଛନ୍ତି, ସେମାନଙ୍କୁ ତାଗିଦ୍‌ କରୁଛନ୍ତି ଜିଲ୍ଲାପାଳ । ଏହାସହ ସେମାନଙ୍କଠାରୁ ଫାଇନ ଆଦାୟ କରୁଛନ୍ତି । ଆଜି ଅପରାହ୍ନରେ ଛତ୍ରପୁରରେ ୨୫ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରିଛନ୍ତି ଜିଲ୍ଲାପାଳ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.