ଦୋକାନ ସହ ଜୀଅନ୍ତା ଜଳିଗଲେ ଦୋକାନୀ

ବଲାଙ୍ଗିର (କେନ୍ୟୁଜ୍) : ଦୋକାନ ସହ ଜୀଅନ୍ତା ଜଳିଗଲେ ଦୋକାନୀ। ବଲାଙ୍ଗିର ପିପି ଏକାଡେମୀ ଛକରେ ଥିବା ଏକ ପାନ ଦୋକାନରେ ଗତକାଲି ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଫଳରେ ଦୋକାନ ଭିତରେ ଶୋଇଥିବା ଦୋକାନୀ ସୁରଜ କ୍ଷେତ ଜୀଅନ୍ତା ଜଳିଯାଇଥିଲେ। ଘଟଣାସ୍ଥଳରେ ଦମକଳ ବାହିନୀ ଓ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ତେବେ ନିଆଁ ଲଗାଇବାର କାରଣ ଜଣାପଡିନାହିଁ। ପୋଲିସ ତଦନ୍ତ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.