ବିବାହ ପ୍ରତିଶୃତି ଦେଇ ଧୋକା: ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

rapeବଲାଙ୍ଗିର: ଲଭ -ସେକ୍ସ – ଧୋକା। ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସିଂଘାମୁଣ୍ଡା ଗାଁରେ। କୁକୁଡାହାଡ ସୁନାରିପଡାର ପରମେଶ୍ୱର ସରାଫଙ୍କ ପୁଅ ମଞ୍ଜିତ ସରାଫ ପୀଡିତାଙ୍କୁ ବିବାହାର ପ୍ରତିଶୃତି ଦେଇ ଘରୁ ନେଇଥିଲା।

rapeପରେ ନୂଆପଡାର ଭଡା ଘରେ ରଖି ପୀଡିତାଙ୍କ ସହ ଶାରିରିକ ସମ୍ପର୍କ ରଖିଆସୁଥିଲେ ଏହାପରେ ଅଭିଯୁକ୍ତ ଫେରାର ହୋଇଥିଲା। ଏ ନେଇ କଣ୍ଟାବାଞ୍ଜି ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି। ସେପଟେ ପୀଡିତାଙ୍କ ଡାକ୍ତରୀ ମାଇନା କରାଯାଇଛି।

 

Leave A Reply

Your email address will not be published.