ଭୁବନେଶ୍ୱର ଏସିପି ସଞ୍ଜୀବ ଶତପଥୀଙ୍କ ପୁଅଙ୍କ ଆତ୍ମହତ୍ୟା , ଝୁଲନ୍ତା ଅବସ୍ଥାରେ ସରକାରୀ ବାସଭବନରୁ ମିଳିଲା ମୃତଦେହ

ଭୁବନେଶ୍ୱର(କେନ୍ୟୁଜ୍) : ପାଲିସ ଅଧିକାରୀଙ୍କ ପୁଅଙ୍କ ଆତ୍ମହତ୍ୟା। ଗତକାଲି ବିଳମ୍ବିତ ରାତିରେ ଏସିପି ସଞ୍ଜୀବ ଶତପଥୀଙ୍କ ପୁଅ ଆତ୍ମହତ୍ୟା କରିଛନ୍ତି। ସରକାରୀ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା। ତାଙ୍କ ପୁଅ ଭୁବନେଶ୍ୱର ଘରୋଇ ସ୍କୁଲରେ ସପ୍ତମ ଶ୍ରେଣୀର ଛାତ୍ର ଥିଲେ। ତେବେ ଆତ୍ମହତ୍ୟାର କାରଣ ଜଣାପଡିନାହିଁ। ଭୁବନେଶ୍ୱର ସ୍ପେଶାଲ ସ୍କ୍ଵାର୍ଡରେ ଅଛନ୍ତି ସଞ୍ଜୀବ ଶତପଥୀ।