ସହିଦନଗରର ଏକ ଡ୍ରେନ୍ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର(କେନ୍ଯୁଜ୍): ଡ୍ରେନ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର । ସହିଦନଗର ପ୍ରଭୁଜୀ ସ୍କୁଲ ସାମ୍ନାରେ ଥିବା ଡ୍ରେନରୁ ମୃତଦେହ ଉଦ୍ଧାର ହୋଇଛି ।

ମୃତ ଯୁବକ ଶମ୍ଭୁନାଥ ବାରିକ୍‌ । ପଥରବନ୍ଧ ବସ୍ତି ଅଞ୍ଚଳରେ ଥିବା ଏକ ସେଲୁନରେ କାମ କରୁଥିଲେ ଶମ୍ଭୁନାଥ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଘଟଣାସ୍ଥଳରେ ସହିଦ ନଗର ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.