୧୫ ଦିନ ପାଇଁ ସିଲ ହେଲା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଫିସ

ଭୁବନେଶ୍ୱର (କେନ୍ୟୁଜ୍‌) : ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଫିସ ସିଲ। କୋଭିଡ ନିୟମ ଭାଙ୍ଗି ଜନ୍ମଦିନ ପାଳନ କରୁଥିବାରେ ଅଭିଯୋଗ ଆସିବା ପରେ ଵିଏମସି ତରଫରୁ ସିଲ କରାଯାଇଛି। ପଳାଶପାଲ୍ଲୀ ପ୍ଲଟ ନମ୍ବର a-56 ଅଫିସକୁ ସିଲ କରାଯାଇଛି। ପୋଲିସ ଉପସ୍ଥିତିରେ ୧୫ ଦିନ ପାଇଁ ହେଲା ଅପରାଜିତା ଷଡ଼ଙ୍ଗୀଙ୍କ ଅଫିସ ସିଲ।

aparajita

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.