ବିଜୟାଦଶମୀ ଅବସରରେ ଉତ୍ସବ ମୂଖର ହୋଇ ଉଠିଛି କେନ୍ଦୁଝର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା’ ତାରିଣୀ ପିଠ

ଘଟ ଗାଁ(କେ ନ୍ୟୁଜ):  ପବିତ୍ର ଦଶହରାର ବିଜୟାଦଶମୀ ଅବସରରେ ଉତ୍ସବ ମୂଖର ହୋଇ ଉଠିଛି କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା’ ତାରିଣୀ ପିଠ । ଏହି ଅବସରରେ ମା’ଙ୍କ ଯଥା ରିତୀନିତୀ ସହ ଷୋଡଶ ଉପଚାରରେ ମାଙ୍କ ପୂଜା ଅନୁଷ୍ଟିତ ହୋଇଯାଇଛି । ମା’ଙ୍କ

ପିଠରେ ଚଣ୍ଡି ପାଠ, ହୋମ ଯଜ୍ଞ, ଭାଗବତ ପାରାୟଣ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଛି । ସକାଳ ପ୍ରହରରୁ ମା’ଙ୍କୁ ସୁନାବେଶରେ ଦର୍ଶନ କରିବା ପାଇଁ ଶ୍ରଧାଳୁଙ୍କ ଭିଡ ଲାଗି ରହିଛି । ବିଜୟାଦଶମୀ ତିଥିରେ ମା’ଙ୍କ ପିଠରେ କିପରି ପୂଜା ରିତୀନୀତି ଅନୁସାରେ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.