ରାଜ୍ୟ

ଜଳେଶ୍ୱର : ଲକଡାଉନ ସମୟରେ ଆଗେଇ ଏସିଆ ବିଜୁ ଯୁବ ବାହିନୀ,ଅନାଥ ପିଲା ଓ ଭିନ୍ନକ୍ଷମ, ଅସହାୟଙ୍କୁ କଲା ଖାଦ୍ୟ ବଣ୍ଟନ

ଜଳେଶ୍ୱର(କେନ୍ୟୁଜ): ସାରା ବିଶ୍ୱରେ covid-19 କରୋନା ଭୁତାଣୁ ମହାମାରୀର ରୂପ ନେଇଥିଲା ବେଳେ ଏଥିରୁ ଓଡ଼ିଶା ବାଦ ପଡ଼ିନାହିଁ ।ସେଥିପାଇଁ ଓଡିଶା ସରକାର ସମଗ୍ର ୩୦ଟି ଜିଲ୍ଲାକୁ ଲକଡାଉନ ଘୋଷଣା କରିବା ସହ ବିଭିନ୍ନ ସହରକୁ ସଟଡାଉନ ମଧ୍ୟ ଘୋଷଣା କରିଛନ୍ତି। ସେଥିପାଇଁଦୋକାନ ବଜାର ଠାରୁ ଆରମ୍ଭ କରି ଗାଡି ଚଳାଚଳ ମଧ୍ୟ ବନ୍ଦ। ତେଣୁ ଏ‌ହି ଘଡ଼ିସନ୍ଧି ମୁହୂର୍ତ୍ତରେ ଭୋକିଲା ପେଟକୁ ମୁଠାଏ ଅନ୍ନ ଦେବାର ପ୍ରୟାସ କରିଛନ୍ତି ଜଳେଶ୍ଵର ବ୍ଲକର ଗୋପିମୋହନପୁର ଗ୍ରାମ ପଞ୍ଚାୟତର ବିଜୁ ଯୁବ ବାହିନୀର ସଦସ୍ୟ ମାନେ। ବିଜୁ ଯୁବ ବାହିନୀର ସମ୍ପାଦକ ମାନସ ରଞ୍ଜନ ଧଳ, ଜଳେଶ୍ଵର ବିଜୁ ଯୁବ ବାହିନୀର ବ୍ଲକ କୋର୍ଡିନେଟର କାଳିଚରଣ ଦାସଙ୍କ ସମେତ ଯୁବବାହିନୀର ଅନେକ ସଦସ୍ୟ ମାନେ ନିଜ ନିଜି ଭିତରେ ଚାନ୍ଦା କରି କିଛି ପଇସା ସଂଗ୍ରହ କରି ସାମାଜିକ ଦୂରତ୍ୱକୁ ବଜାୟୀ ରଖି ପରିଷ୍କାର ପରିଚ୍ଛନ ଭାବରେ ରୋଷେଇ କରି ୧୫୦ ରୁ ଉର୍ଦ୍ଧ ଅନାଥ ପିଲା , ଭିନ୍ନକ୍ଷମ ଏବଂ ଗରିବ ଅସହାୟ ଲୋକମାନଙ୍କୁ ଖାଇବାକୁ ଦେଉଛନ୍ତି।

KNews Bureau

Recent Posts

ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସ୍ବାଗତ ପାଇଁ ଜନ୍ମମାଟି ଭବ୍ୟ ପ୍ରସ୍ତୁତି

ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

6 mins ago

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

20 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

31 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

39 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

55 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

1 hour ago