୩ ବାଇକ୍‌ ଲୁଟେରାଙ୍କୁ କାବୁ କଲା ଖଣ୍ଡଗିରି ପୋଲିସ୍, ୧୦ଟି ଚୋରା ମୋଟର ସାଇକେଲ ଜବତ

ଭୁବନେଶ୍ୱର(କେନ୍ୟୁଜ୍): ଖଣ୍ଡଗିରି ପୋଲିସ ହାତରେ ବାଇକ୍‌ ଲୁଟେରା ଗ୍ୟାଙ୍ଗ୍‌ । ୩ ଲୁଟେରା ଗିରଫ। ୧୦ଟି ଚୋରା ମୋଟର ସାଇକେଲ ଜବତ ହୋଇଛି। ଭୁବନେଶ୍ୱର ଏମ୍ସ ଅଞ୍ଚଳରୁ ସେମାନଙ୍କୁ ଗିରଫ କଲା ପୋଲିସ। ଏହି ଲୁଟେରାଙ୍କ ନାଁକେ କମିଶନରେଟ୍‌ ପୋଲିସରେ ବିଭିନ୍ନ ଥାନାରେ ମାମଲା ରହିଛି।

Leave A Reply

Your email address will not be published.