ଜେଲରୁ ମୁକୁଳିଲେ ଭବ ପ୍ରକାଶ ଦାସ, ବିରଜା ହାଟ ବିବାଦ ଗଣ୍ଡଗୋଳ ଘଟଣାରେ ଗିରଫ ହୋଇଥିଲେ

ଯାଜପୁର ଟାଉନ: ଜେଲରୁ ମୁକୁଳିଲେ ଭବ ପ୍ରକାଶ ଦାସ । ଯାଜପୁର ବିରଜା ପରିକ୍ରମା ପ୍ରକଳ୍ପ ଏବଂ ବିରଜା ହାଟ ବିବାଦ ଗଣ୍ଡଗୋଳ ଘଟଣାରେ ଗିରଫ ହୋଇଥିଲେ ଭବ ପ୍ରସାଦ ଦାସ । ଜାମିନ ମିଳିବା ପରେ ଜେଲରୁ ମୁକୁଳିଛନ୍ତି ।  ଭବଙ୍କୁ ପୂର୍ବରୁ ୪ ଟି ମାମଲାରେ ଜାମିନ ମିଳିଥିବା ବେଳେ ଆଜି ଆଉ ମାମଲାରେ ଜାମିନ ମିଳିଥିଲା । ଜାମିନ ପରେ ଜେଲରୁ ମୁକୁଳିଛନ୍ତି । ସର୍ତ୍ତମୂଳକ ଜାମିନ ଦେଇଛନ୍ତି ଯାଜପୁର ଜିଲ୍ଲା ଓ ଦୌରା ଜଜ ।