କଟକରେ ବାର୍ଡ ଫ୍ଲୁ ଆତଙ୍କ

କଟକ : କଟକରେ ବାର୍ଡ ଫ୍ଲୁ ଆତଙ୍କ । ସହର ମଧ୍ୟରେ ଥିବା କୁକୁଡା ଓ ବତକ ଦୋକାନ ସହ ହଜାର ହଜାର ଅଣ୍ଡାକୁ ନଷ୍ଟ କରିଛି ଜିଲ୍ଲା ପ୍ରାଣୀ ବିଭାଗ । ଏହାସହ ୪୭୧ ବତକ, ୫୬ କୁକୁଡା ଓ ୧୦ ହଜାରରୁ ଅଧିକ ଅଣ୍ଡା ନଷ୍ଟ କରାଯାଇଥିବା ଜିଲ୍ଲା ପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.