ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ, ଶ୍ରୀମନ୍ଦିରରେ ପାଳନ ହେବ ଜନ୍ମ ନୀତି

ଶ୍ରୀମନ୍ଦିରରେ ନୃସିଂହ ଜନ୍ମ ନୀତି ପାଳନ ହେବାସହ ରଥଖଳାରେ ଦୁଇଦୁଇଟି ଅନନ୍ୟ ପରମ୍ପରା ସମ୍ପାଦିତ ହେବ ।

ପୁରୀ : ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ। ଶ୍ରୀମନ୍ଦିରରେ ନୃସିଂହ ଜନ୍ମ ନୀତି ପାଳନ ହେବାସହ ରଥଖଳାରେ ଦୁଇଦୁଇଟି ଅନନ୍ୟ ପରମ୍ପରା ସମ୍ପାଦିତ ହେବ । ଆଜିର ଏହି ପବିତ୍ର ତିଥିରେ ରୂପକାର ମାନଙ୍କ ଦ୍ୱାରା କୋଣଗୁଜ ଅନୁକୂଳ ହେବାକୁ ଥିବା ବେଳେ ଭୋଇ ସେବକଙ୍କ ଦ୍ବାରା  ଜନ୍ତାଗାଢ ଖୋଳାଯିଵ | ଆସନ୍ତାକାଲି ତୁମ୍ଭରେ ଅର ସଂଯୋଗ ପାଇଁ ଭୋଇ ସେବକ ଙ୍କ ଦ୍ୱାରା ସିଙ୍ଗଡା ବାଡିଆ ଯିବ। ଅନ୍ୟପଟେ ରଥନିର୍ମାଣର 12 ଦିନରେ ରଥନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଜାରି ରହିଛି।

 

 

Leave A Reply

Your email address will not be published.