ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ନାମ ଘୋଷଣା କଲା କଂଗ୍ରେସ, ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ହେଲେ କଂଗ୍ରେସ ପ୍ରାର୍ଥୀ

କେନ୍ୟୁଜ୍(ବ୍ୟୁରୋ):   କଳ୍ପନା ଜଳ୍ପନାର ହେଲା ଅନ୍ତ ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ନାମ ଘୋଷଣା କଲା  କଂଗ୍ରେସ  ।  ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ହେଲେ କଂଗ୍ରେସ ପ୍ରାର୍ଥୀ । ଏ ନେଇ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କ ନାମ ଘୋଷଣା କରିଛନ୍ତି । ଆସନ୍ତା ୧୬ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ମତଦାନ ହେବ ।

pipili

ଏଥର କେବଳ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଭରିବେ । ଏପ୍ରିଲ ୨୬ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି । ଅଜିତ ମଙ୍ଗରାଜଙ୍କ ନିଧନ ପରେ କଂଗ୍ରେସ ପୁଣି ପ୍ରାର୍ଥୀ ଘୋଷଣା କରିଛି ।

Leave A Reply

Your email address will not be published.